⭐ odia lyrics
ଅଠର ଦିନର ମହାଭାରତ ରୁ
ଓଳିଏ ରହିଛି ବାକି
ସେଇଥି ପାଇଁକି ଏତେ ହୀନିମାନ
କରୁଛ ହେ ଚକାଆଖି
ଧରମ ନାହିଁ ସରମ ନାହିଁ
ଶରଧା ନାହିଁ ଭକତି ନାହିଁ
କୁହ ଜଗନ୍ନାଥ.......
କୁହ ଜଗନ୍ନାଥ କୁହ ତେବେ ପ୍ରଭୁ
ଶେଷ ବେଳ ହୋଇଲା କି
ଅଠର ଦିନର ମହାଭାରତ ରୁ
ଓଳିଏ ରହିଛି ବାକି
ପାପରେ ବୁଡିଛି ଏ ସଂସାର
ବେଳକୁ ବେଳ ତ ପଡେ ଅକାଳ
ଉଜୁଡି ଗଲାଣି ସବୁରି ଘର
କାହାଠି ଭରସା ନାହିଁ କାହାର
ପାପପୂଣ୍ୟ ର ବିଚାର ନାହିଁ
ଭାଇବନ୍ଧୁରେ ଆଦର ନାହିଁ
ମଣିଷ ଭିତରେ......
ମଣିଷ ଭିତରେ ମଣିଷ ପଣିଆ
ଆଉ ପ୍ରଭୁ ଦେଖୁଛ କି
ଅଠର ଦିନର ମହାଭାରତ ରୁ
ଓଳିଏ ରହିଛି ବାକି
ଆଉ ଥରେ ପ୍ରଭୁ ରଥରେ ଚଢ଼ି
ବଳିକ ଯୁଦ୍ଧକୁ ଦିଅ ହେ ସାରି
ସହି ହେଉ ନାହିଁ ଧରା ରେ ଆଉ
ଅବତାର ନିଅ ହେ ମହାବାହୁ
ରଖିଲେ ରଖ ଜଗତ ସାଇଁ
ତୁମକୁ ଛାଡ଼ି ବାଟ ତ ନାହିଁ
କାହାକୁ ମାରିବ .......…..
କାହାକୁ ମାରିବ କାହାକୁ ତାରିବ
ଜାଣ ତୁମେ ଚକା ଆଖି
ଅଠର ଦିନର ମହାଭାରତ ରୁ
ଓଳିଏ ରହିଛି ବାକି
ସେଇଥି ପାଇଁ କି ଏତେ ହୀନିମାନ
କରୁଛ ହେ ଚକାଆଖି
ଧରମ ନାହିଁ ସରମ ନାହିଁ
ଶରଧା ନାହିଁ ଭକତି ନାହିଁ
କୁହ ଜଗନ୍ନାଥ......
କୁହ ଜଗନ୍ନାଥ କୁହ ତେବେ ପ୍ରଭୁ
ଶେଷ ବେଳ ହୋଇଲା କି
ଅଠର ଦିନର ମହାଭାରତ ରୁ
ଓଳିଏ ରହିଛି ବାକି
⭐ English lyrics
Athara dinara Mahabharat ru
Olie rahichhi baki
Seithi pain ki ete hini mana
Karuchha he chakaakhi
Dharama nahi sharama nahi
Sharadha nahi bhakati nahi
Kuha jagannatha.......
Kuha jagannath
kuha tebe Prabhu
Sesa Bela hoila ki
Athara dinara Mahabharat ru
Olie rahichhi baki
Papa re budichhi e sansara
Bela ku bela ta pade akala
Ujudi galani saburi ghara
Kaha thi varasa nahi kahara
Papapunya ra bichara nahi
Bhai bandhu re aadara nahi
Manisha bhitare ......
Manisha bhitare
manisha pania
Au prabhu dekhuchha ki
Athara dinara Mahabharat ru
Olie rahichhi baki
Au thare prabhu
ratha re chadhi
Balika judhha ku
Dia he sari
Sahi heu nahi dhara re au
Abatara nia he mahabahu
Rakhile rakha jagata saain
Tumaku chhadi bata ta nahi
Kahaku mariba.......
Kahaku mariba
kahaku tariba
Jana tume chakaakhi
Athara dinara Mahabharat ru
Olie rahichhi baki
Seithi pain ki ete hini mana
Karuchha he chakaakhi
Dharama nahi sharama nahi
Saradha nahi bhakati nahi
Kuha jagannatha.....
Kuha jagannatha
Kuha tebe Prabhu
Sesa Bela hoila ki